ରାଜ୍ୟରେ ନିଆଁ ବର୍ଷା : ଅନୁଗୁଳ ସବୁଠାରୁ ଉତ୍ତପ୍ତ ସହର
ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ସାରା ରାଜ୍ୟରେ ନିଆଁ ବର୍ଷା। ଚଳିତ ବର୍ଷ ପ୍ରଥମ ଥର ପାଇଁ ଟ୍ଵିନ୍ ସିଟିର ଦିନ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି । ଭୁବନେଶ୍ୱର ତାପମାତ୍ରା ୪୦.୨ ଡିଗ୍ରୀ ଥିବା ବେଳେ କଟକରେ ରହିଥିଲା ୪୦.୫ ଡିଗ୍ରୀ । ରାଜ୍ୟରେ ସବୁଠାରୁ ଉତ୍ତପ୍ତ ସହର ହୋଇଛି…