ପାଣି ଯୋଗାଣକୁ ନେଇ ପୁଣି କୋଟିଆରେ ଆନ୍ଧ୍ରର ଦାଦାଗିରି
କୋଟିଆ : କୋଟିଆ ପଞ୍ଚାୟତର ନେରେଡିବାଲାସାରେ ପାଣି ଯୋଗାଣ ପ୍ରକଳ୍ପକୁ ବନ୍ଦ କଲା ଆନ୍ଧ୍ର । ଓଡିଶା ସରକାରଙ୍କ ତରଫରୁ ଆରମ୍ଭ ହୋଇଥିବା ଜଳ ଯୋଗାଣ ପ୍ରକଳ୍ପ ଯାହା ଦ୍ୱାରା ଘରେ ଘରେ ଜଳ ଯୋଗାଇବାର ବ୍ୟବସ୍ଥା ରହିଥିଲା । କିନ୍ତୁ ଆନ୍ଧ୍ର ଅଧିକାରୀଙ୍କ ଦାଦାଗିରିରେ ବନ୍ଦହୋଇଛି ପ୍ରକଳ୍ପ…