ଆନ୍ଧ୍ରପ୍ରଦେଶର ଏଲୁରୁ ସହରରେ ଅଜଣା ରୋଗର ଆତଙ୍କ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦେଶରେ ବର୍ତ୍ତମାନ କରୋନା ଭୂତାଣୁ ସମସ୍ତଙ୍କ ଚିନ୍ତାର ବିଷୟ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶର ଏଲୁରୁ ସହରରେ ଆଉ ଗୋଟେ ଅଜଣା ରୋଗର ଆତଙ୍କ ଦେଖାଦେଇଛି। ଏହି ସହରରେ ୫ ଦିନ ମଧ୍ୟରେ ୫ ଶହରୁ ଅଧିକ ଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେଣି।…