ଏଣିକି ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଇ-ଯାନ କିଣିବା ପାଇଁ ବିନା ସୁଧରେ ଋଣ ଦେବେ ଓଡ଼ିଶା ସରକାର
ଓଡ଼ିଶାରେ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ଏବେ ସେମାନଙ୍କୁ ଇଲେକ୍ଟ୍ରିକ୍ ଗାଡ଼ି କିଣିବା ପାଇଁ ବିନା ସୁଧରେ ଋଣ ଯୋଗାଇ ଦେବେ ରାଜ୍ୟ ସରକାର। ସରକାରୀ କର୍ମଚାରୀମାନେ ଇ-ଯାନର ବଜାର ମୂଲ୍ୟର ୭୫ ପ୍ରତିଶତ ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ। ଏନେଇ ଶୁକ୍ରବାର ରାଜ୍ୟ ଅର୍ଥ ବିଭାଗ…