Browsing Tag

anandapur

ପଦାରେ ପଡିଲା ନିରଞ୍ଜନ ଓ ଜୟଦେବଙ୍କ ବୁଝାମଣା ବନ୍ଧୁତ୍ବ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିରଞ୍ଜନ ଘଷିପୁରାରୁ ନାମାଙ୍କନ ପତ୍ର ଦାଖଲ କଲା ବେଳେ ତାଙ୍କ ପାଖରେ ଥିଲେ ତାଙ୍କର ଚିରା ଚରିତ ଶତ୍ରୁ ଜୟଦେବ ଜେନା । ଯେକି ଅନନ୍ଦପୁର ନିର୍ବାଚନ ମଣ୍ଡଳୀରୁ ଏଥର ନିର୍ବାଚନ ଲଢ଼ିବେ । ଶ୍ରୀକାନ୍ତ କ୍ୟାମ୍ପର ଅତି ଘନିଷ୍ଠ ଥିବା ଜୟଦେବ କିନ୍ତୁ ଏଥର ନିରଞ୍ଜନଙ୍କ…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ ୨ ସରକାରୀ କର୍ମଚାରୀ

ଓଡିଶା ଫାଷ୍ଟ(ବ୍ୟୁରୋ): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ସକାଳୁ ଆନନ୍ଦପୁର ବ୍ୟାରେଜ ଡିଭିଜନର ସହକାରୀ ଯନ୍ତ୍ରୀ ନନ୍ଦକିଶୋର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି । ତାଙ୍କ କେନ୍ଦୁଝରସ୍ଥିତ ବାସଭବନ, ଆନନ୍ଦପୁର ସାଳପଡ଼ାସ୍ଥିତ ସରକାରୀ ବାସଭବନ ଓ କାର୍ଯ୍ୟାଳୟ ଏବଂ…

ହୃଦୟ ବିଦାରକ ଦୁର୍ଘଟଣା ୪ମୃତ,୩ ଗୁରୁତର

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଅସାବଧାନତା ଯୋଗୁ ପୁଣି ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବିବାହ ଭୋଜି ସାରି ଖୁସିରେ ଘରକୁ ଫେରୁଥିଲେ। କିଏ ଜାଣିଥିଲା ବାଟରେ ଯମଦୂତ ସେମାନଙ୍କର ଅପେକ୍ଷା କରିବସିଛି ବୋଲି। ଏହି ଦୁର୍ଘଟଣା ରେ ୪ଟି ଜୀବନ ଦୀପ ଲିଭି ଯାଇଛି । ଡ୍ରାଇଭରଙ୍କ ବେପରୁଆ ଗାଡି…