ସ୍ମାର୍ଟସିଟିକୁ କୃତ୍ରିମ ବନ୍ୟାରୁ ଉଦ୍ଧାର ପାଇଁ ପ୍ରୟାସ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲଗାଣ ବର୍ଷା ଯୋଗୁଁ ପୁଣିଥରେ ଭୁବନେଶ୍ୱର ରେ କୃତ୍ରିମ ବନ୍ୟା ପରିସ୍ଥିତି ଉପୁଜିଛି । ଗତକାଲି ସକାଳୁ ବର୍ଷା ଲାଗିରହିଥିବାରୁ ସ୍ମାର୍ଟସିଟିର ପ୍ରାୟ ସମସ୍ତ ତଳିଆ ଅଞ୍ଚଳରେ ପାଣି ଜମିବା ଆରମ୍ଭ ହୋଇଗଲାଣି । ସହରର ପାଣି ଡ୍ରେନେଜ ସିଷ୍ଟମ ଠିକ ନଥିବାରୁ ଗାଡ଼ି…