Browsing Tag

amit shah

ଶୁଭ୍ରକାନ୍ତ ଡିଲରେ ବିଜେଡି ଫେରିବେ ବୈଜୟନ୍ତ !!! ଦେଖନ୍ତୁ ଭିଡ଼ିଓ

ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ଯେପରି କେନ୍ଦ୍ରମନ୍ତ୍ରୀ ନିଜ ଦଳ ନେତାଙ୍କୁ ବାହାରେ ଅପେକ୍ଷା କରାଇ ୫ଟି ସଚିବଙ୍କ ସହ ଗୁପ୍ତ ବୈଠକ କଲେ । ଏହାପରେ ଦଳୀୟ ବୈଠକରେ ରାଜ୍ୟ ସରକାରଙ୍କ ବିପକ୍ଷରେ କୌଣସି ଆକ୍ରମକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ନଦେବା ସ୍ତାନୀୟ ନେତା…

ପ୍ରଧାନମନ୍ତ୍ରୀ ମୋଦି,ଗୃହମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ରାକ୍ଷୀ ପଠାଇ ଏଭଳି କହିଲେ ସୀମା ହାଇଦର

ତିଜର ଉତ୍ସବ ଓ ନାଗ ପଞ୍ଚମୀ ପାଳିବା ପରେ ଏବେ ପାକିସ୍ତାନର ସୀମା ହାଇଦର ରାକ୍ଷୀ ଉତ୍ସବ ପାଳିବାକୁ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ,ଗୃହମନ୍ତ୍ରୀ ଅମିତ ଶାହ ଓ ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଭାରତର ଅନେକ ବଡ଼ ବଡ଼ ନେତାଙ୍କୁ…

ଗୁଜରାଟ ପୌର ନିର୍ବାଚନ: ଅହମ୍ମଦାବାଦରେ ଭୋଟ୍ ଦେଲେ ଅମିତ୍ ଶାହ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗୁଜରାଟରେ ପୌର ନିର୍ବାଚନ ଅନୁଷ୍ଠିତ ହେଉଛି। ରବିବାର କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପରିବାର ସହ ଯାଇ ମତଦାନ କରିଛନ୍ତି। ଏହି ଅବସରରେ ସେ କାମନାଥ ମହାଦେବ ମନ୍ଦିରକୁ ସପରିବାର ଯାଇ ପୂଜାର୍ଚ୍ଚନା କରିଛନ୍ତି। ସେ ଏହି…

ଶାହଙ୍କ ସମୀକ୍ଷା ବୈଠକ: ଦିଲ୍ଲୀରେ ଆଇସିୟୁ ବେଡ୍ ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତ୍ତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦିଲ୍ଲୀରେ କିଛି ଦିନ ହେବ କରୋନା ଭୂତାଣୁ ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ନେଇ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀରେ ବଢୁଥିବା କରୋନା ଭାଇରସ୍ ମାମଲାକୁ ଦୃଷ୍ଟିରେ ରଖି ସମୀକ୍ଷା ବୈଠକ ଡାକିଥିଲେ। ଏହି ବୈଠକରେ ଦିଲ୍ଲୀରେ ଆଇସିୟୁ ବେଡ୍ ସଂଖ୍ୟା…

ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଗୃହମନ୍ତ୍ରୀ ଅମିତ ଶାହ ଅସୁସ୍ଥ। ତାଙ୍କୁ ଦିଲ୍ଲୀ ଏମସରେ ଭର୍ତ୍ତି ଭର୍ତି କରାଯାଇଛି। ଡାକ୍ତର ଗୁଲେରିଆଙ୍କ ନେତୃତ୍ୱାଧୀନ ଟିମର ନିରୀକ୍ଷଣରେ ଶାହାଙ୍କୁ ରଖାଯାଇଛି । ନିକଟରେ କରୋନାରୁ ସୁସ୍ଥ ହୋଇଥିଲେ ଶାହା । ଗତକାଲି ବିଳମ୍ବିତ ରାତିରେ ଶାହାଙ୍କୁ ସାମାନ୍ୟ ଜ୍ୱର…

କରୋନା ମୁକ୍ତ ଅମିତ ଶାହା; ଶୁଭେଚ୍ଛୁମାନଙ୍କୁ ଦେଲେ ଧନ୍ୟବାଦ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗୃହମନ୍ତ୍ରୀ ଅମିତ ଶାହା କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି । ସେ ନିଜେ ଏ ସମ୍ପର୍କରେ ଟ୍ଵିଟ କରି ସୂଚନା ଦେଇଛନ୍ତି । ଟ୍ଵିଟରରେ ସେ ଲେଖିଛନ୍ତି ଯେ ଆଜି ତାଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି । ଏଥିପାଇଁ ସେ ଶୁଭେଚ୍ଛୁମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତେବେ…

ଓଡିଶାକୁ ବିଜେପିର ଅଭେଦ୍ୟ ଗଡ କରିବା ପାଇଁ ଶାହାଙ୍କ ଆହ୍ୱାନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡିଶାପାଇଁ ମୋଦି ସରକାର ଗତ ୬ ବର୍ଷରେ ଯାହା କରିଛନ୍ତି ତାହା କଂଗ୍ରେସ ସରକାର ୭୦ ବର୍ଷରେ କରିପାରି ନଥିଲା । ୧୩ତମ ବିତୀୟ ଆୟୋଗ ସୁପାରିଶ ଅନୁସାରେ କଂଗ୍ରେସ ସରକାର ଓଡିଶାକୁ ୭୯ହଜାର ଟଙ୍କା ପ୍ରଦାନ କରିଥିଲେ । ମୋଦି ସରକାର ୧୪-୧୯ ବର୍ଷ ମଧ୍ୟରେ ୧୪ତମ ଅର୍ଥ…

ସିଏଏ ପ୍ରସଙ୍ଗରେ ବିରୋଧୀଙ୍କୁ ସମାଲୋଚନା, ନାଗରିକତା ନେବାର ନୁହେଁ, ଦେବାର ଆଇନ୍‌ – ଅମିତ ଶାହା

'ସିଏଏ ପ୍ରସଙ୍ଗରେ ବିରୋଧୀଙ୍କୁ ସମାଲୋଚନା ରାମ ମନ୍ଦିର ନିର୍ମାଣ, ଧାରା ୩୭୦କୁ ନେଇ ବିରୋଧୀଙ୍କୁ ନିଶାନା ସିଏଏ ନାମରେ ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରୁଛନ୍ତି ବିରୋଧୀ' ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସିଏଏ ନାଗରିକତା ନେବାର ନୁହେଁ, ନାଗରିକତା ଦେବାର ଆଇନ୍‌ । ଭୁବନେଶ୍ୱରର ଜନତା…

୨୮ରେ ଓଡିଶା ଗସ୍ତରେ ଆସୁଛନ୍ତି ଅମିତ ଶାହା: ସମୀର ମହାନ୍ତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତ ମାସ ୨୮ ତାରିଖରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ୨୮ ତାରିଖ ଅପରାହ୍ନରେ ଶ୍ରୀ ଶାହା ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବାକୁ ଥିବା ‘ନାଗରିକତା ସଂଶୋଧନ ଆଇନ’ ସମର୍ଥନରେ ଏକ ବିଶାଳ ଜନସଭାକୁ ଉଦ୍‌ବୋଧନ କରିବେ । ୨୯…