ମଣିଷ ଶରୀରରେ କରୋନା ଭ୍ୟାକସିନର ସଫଳ ପ୍ରୟୋଗ!
ଓଡ଼ିଶା ଫାଷ୍ଟ(ବ୍ୟୁରୋ):କରୋନା ଭାଇରସ ସଂକ୍ରମଣ ନିରନ୍ତର ଭାବରେ ବଢ଼ି ଚାଲିଛି। ଏହାରି ଭିତରେ ଆମେରିକାର ଫାର୍ମା କମ୍ପାନୀ Moderna Inc. ଭ୍ୟାକସିନ୍ ବାହାର କରିଛି। ଯାହାକି ମଣିଷ ଶରୀରରେ ପ୍ରୟୋଗ ହେବା ପରେ ସଫଳ ହୋଇଛି ବୋଲି ସେ ଦାବି କରିଛି। ପୂର୍ବରୁ ଯେଉଁସବୁ ଭ୍ୟାକସିନ୍…