Browsing Tag

ambulance

ଭାଲୁ ଆକ୍ରମଣ : ଜଣେ ଆହତ

ନବରଙ୍ଗପୁର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ନବରଙ୍ଗପୁରରେ ଭାଲୁ ଆକ୍ରମଣରେ ଜଣେ 65 ବର୍ଷୀୟ ବୃଦ୍ଧ ଆହତ ହୋଇଛନ୍ତି। ଆହତଙ୍କୁ ନବରଙ୍ଗପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବୃଦ୍ଧ ଜଣଙ୍କ ନିଜ ଜମିରେ କାମ କରିବାକୁ ଯାଇଥିବା ସମୟରେ ଭାଲୁ ଆକ୍ରମଣର ଶିକାର ହୋଇଥିବା ସୂଚନା ।…

ଆମ୍ବୁଲାନ୍ସ ଦେଖି ନିଜ ଗାଡି ଅଟକାଇଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କାମରେ ବିଶ୍ୱାସ କରୁଥିବା ନବୀନ ସରକାରଙ୍କ ଆଉଏକ ମହ।ନିୟତା ସାମ୍ନାକୁ ଆସିଛି । ରୋଗୀନେଇ ଆମ୍ବୁଲାନ୍ସ ଯାଉଥିବା ଦେଖି ମୁଖ୍ୟମନ୍ତ୍ରୀ ନିଜ ଗାଡି ଅଟକାଇଥିଲେ। ସମୟ ସନ୍ଧ୍ୟା ପ୍ରାୟ ୭ଟା ୪୫। ମୁଖ୍ୟମନ୍ତ୍ରୀଙ୍କ କାରକେଡ ଏଜି ଛକ ପାର୍ଶ୍ୱରୁ ନବୀନ ନିବାସ…