ଶ୍ରାବଣ ମାସରେ ଘରକୁ ଆଣନ୍ତୁ ଏହି ୫ଟି ଜିନିଷ,ପୂରଣ ହେବ ଆପଣଙ୍କ ସମସ୍ତ ମନୋସ୍କାମନା, ଘରୁ ଦୂର ହେବ ଆର୍ଥିକ ସମସ୍ୟା
ସନାତନ ଧର୍ମରେ ଭଗବାନ ଶଙ୍କରଙ୍କ ପ୍ରିୟ ମାସ ଶ୍ରାବଣ ମାସ ବୋଲି ମାନ୍ୟତା ରହିଛି। ନିଷ୍ଠାର ସହ ଭଗବାନ ଶଙ୍କରଙ୍କୁ ଏହି ମାସରେ ପୂଜାର୍ଚ୍ଚନା କଲେ ମନସ୍କାମନା ପୂରଣ ହେବା ସହ ଆଶୀର୍ବାଦ ମିଳିଥାଏ। ଶ୍ରାବଣରେ ଭଗବାନ ଶଙ୍କରଙ୍କୁ ବେଲପତ୍ର, ଶମିପତ୍ର, ଦୁଦୁରା ଫୁଲ ଆଦି ଅର୍ପଣ କରିବା ଦ୍ୱାରା…