ଶ୍ରାବଣ ସୋମବାର ଏହିସବୁ ଜିନିଷ ଦାନ କରନ୍ତୁ, ଦୂର ହେବ ଆପଣଙ୍କ ସବୁ ସମସ୍ୟା , ଜାଣନ୍ତୁ କେଉଁ ସମସ୍ୟା ପାଇଁ…
ଶ୍ରାବଣ ସୋମବାର ମହାଦେବଙ୍କୁ ପୂଜା କରିବାର ବିଧି ରହିଛି । ଏହାସହିତ ଅନେକ ବ୍ୟକ୍ତି ସୋମବାର ବ୍ରତ ମଧ୍ୟ ରଖିଥାନ୍ତି । ଏହି ତିଥି ବ୍ରତ ସାଙ୍ଗକୁ ଦାନ ମଧ୍ୟ କରାଯାଏ । ଯଦି ଆପଣ ମଧ୍ୟ ମହାଦେବଙ୍କ ଆର୍ଶିବାଦ ପ୍ରାପ୍ତ କରିବାକୁ ଚାହୁଁଛନ୍ତି ତେବେ ଶ୍ରାବଣ ଦ୍ୱିତୀୟ ସୋମବାର କିଛି ଜିନିଷ ଦାନ…