ଅଲଗା ହେବେ କି ଐଶ୍-ଅଭିଷେକ ?
ବଚ୍ଚନ ପରିବାରରେ ଫାଟ । ବଚ୍ଚନ ପରିବାରେ କିଛି ଭଲ ଚାଲିନି । ଏ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ଅଲଗା ହୋଇପାରନ୍ତି ବଲିଉଡ କପୁଲ ଐଶ୍ଚର୍ଯ୍ୟା ରାୟ ଓ ଅଭିଷେକ ବଚ୍ଚନ। ଦୁହିଁଙ୍କ ମଧ୍ୟରେ ଚାଲିଥିବା ବିବାଦ ଏବେ ଛାଡ଼ପତ୍ରରେ ସରିବ ବୋଲି ଚର୍ଚ୍ଚା ଜୋର ଧରିଛି। ଉଭୟଙ୍କ ମଧ୍ୟରେ…