Browsing Tag

Airport Blasting

ବିମାନବନ୍ଦର କୁ ଉଡାଇ ଦେବାକୁ ଧମକ

ଓଡ଼ିଶା ଫାଷ୍ଟ (ବ୍ୟୁରୋ):ଭୁବନେଶ୍ୱର ବିମାନବନ୍ଦର ଅଫିସକୁ ଫୋନ ଯୋଗେ ଧମକ। ବୋମା ପକାଇ ବିମାନବନ୍ଦରକୁ ଉଡାଇ ଦେବାର ଧମକ ଦେଇଛନ୍ତି ଜଣେ ଅଜଣା ସନ୍ଧିଗ୍ଧ ବ୍ୟକ୍ତି । ଏକ ଅଜଣା ନମ୍ବରରୁ ବିମାନବନ୍ଦର ଅଫିସ ଫୋନକୁ ଆସିଥିଲା ଏହି ଫୋନ କଲ। ଏହି ଘଟଣା ଏବେ ଆତଙ୍କ ଖେଳାଇଛି। ବିମାନବନ୍ଦର…