ଆଉ ରାଜ୍ୟରେ ଖୋଲିବନି ଦ୍ଵିତୀୟ ଏମସ୍ ହସ୍ପିଟାଲ
ଆଉ ରାଜ୍ୟରେ ଖୋଲିବନି ଦ୍ଵିତୀୟ ଏମସ୍ ହସ୍ପିଟାଲ । ସୁନ୍ଦରଗଡରେ ରାଜ୍ୟର ଦ୍ୱିତୀୟ ଏମସ୍ ସ୍ଥାପନ ପ୍ରସଙ୍ଗରେ ହାତ ଟେକି ଦେଇଛନ୍ତି କେନ୍ଦ୍ର ସରକାର ।
ରାଜ୍ୟ ସରକାର ସୁନ୍ଦରଗଡ଼ରେ ଏମସ୍ ସ୍ଥାପନ ପାଇଁ ପ୍ରସ୍ତାବ ଦେଇଥିଲେ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ନୁହଁନ୍ତି…