Browsing Tag

AICC president Rahul Gandhi

ମୋଦି ଦେଶ ବିଭାଜନ କରୁଛନ୍ତି, ଏହା ବିରୁଦ୍ଧରେ ଲଢେଇ ଜାରି ରଖିବି : ରାହୁଲ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୋଦିଙ୍କ ବିରୁଦ୍ଧରେ ଜାରି ରହିବ ଲଢ଼େଇ । ମୋଦି ଦେଶ ବିଭାଜନ ପାଇଁ ଘୃଣାର ବିଷ ପ୍ରୟୋଗ କରୁଛନ୍ତି । କେନ୍ଦ୍ରରେ ମୋଦି ସରକାର ଗଠନ ପରେ ଏଭଳି ଭାବରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପ୍ରଥମ ଥର କେରଳ ରୋଡ ସୋ’ରୁ ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି ।…

ଆସନ୍ତା ୨୬ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୨୬ରେ ବାଲେଶ୍ଵର ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଓଡ଼ିଶାର ଚତୁର୍ଥ ଓ ଶେଷ ପର୍ଯ୍ୟାୟ ପାଇଁ ନିର୍ବାଚନୀ ପ୍ରଚାର କରିବା ସହ ସାଧାରଣ ସଭାରେ ଦେବେ ଉଦବୋଧନ । ସୂଚନା ଅନୁଯାୟୀ, ଓଡ଼ିଶାର ଶେଷ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୨୯ତାରିଖରେ…

ଆମେଠିରୁ ନାମାଙ୍କନ ଭରିଲେ ରାହୁଲ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉତ୍ତର ପ୍ରଦେଶର ଆମେଠି ଲୋକସଭା ଆସନ ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବୁଧବାର ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ କରିବା ବେଳେ ରାହୁଲଙ୍କ ସହ ଭଉଣୀ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ…

ୱାୟନାଡ ଆସନ ପାଇଁ ନାମାଙ୍କନ ଦାଖଲ କଲେ ରାହୁଲ, ସାମ୍ବିଦକଙ୍କୁ ସାହାଯ୍ୟ କରି ପ୍ରଶଂସା ସାଉଁଣ୍ଟିଲେ ପ୍ରିୟଙ୍କା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି କେରଳର ଓ୍ବାୟନାଡ ଲୋକ ସଭା ଆସନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ସମୟରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ କଂଗ୍ରେସ ସମର୍ଥକଙ୍କ ପ୍ରବଳ ଭିଡ଼ ଜମିଥିଲା । ଚଳିତ ଥର ରାହୁଲ ଗାନ୍ଧି ଉତ୍ତର…

କଂଗ୍ରେସ ଘୋଷଣା କଲା ପ୍ରାର୍ଥୀ ତାଲିକା , ବେଗୁନିଆରୁ ଲଡିବେ ପୃଥ୍ଵୀବଲ୍ଲଭ, କଟକରୁ ପଞ୍ଚାନନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମଙ୍ଗଳବାର ରାତି ପ୍ରାୟ ଗୋଟାଏ ସମୟରେ କଂଗ୍ରେସ ତରଫରୁ ୨ଲୋକସଭା ଓ ୯ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି । କଂଗ୍ରେସର ୨ ଲୋକସଭା ପ୍ରାର୍ଥୀ ହେଲେ: ଯାଜପୁର: ମାନସ ଜେନା କଟକ: ପଞ୍ଚାନନ କାନୋନଗୋ କଂଗ୍ରେସର ୯ ବିଧାନସଭା ପ୍ରାର୍ଥୀ ହେଲେ:…

ଏପ୍ରିଲ ୧ରେ ମୋଦି ଓ ୪ରେ ରାହୁଲଙ୍କ ଓଡ଼ିଶା ଗସ୍ତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ଏପ୍ରିଲ ୪ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏହି ଅବସରରେ ଦକ୍ଷିଣ ଓଡ଼ିଶାରେ ଆୟୋଜିତ ଏକ ସଭାରେ ସେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ସଭାରେ ରାହୁଲ ଯୋଗଦେଇ ଦଳୀୟ କର୍ମୀଙ୍କୁ ଉଦ୍‌ବୋଧନ ଦେବେ । ଏ ନେଇ…

ରାହୁଲଙ୍କ ଭାଷଣ ବଢାଇଲା ନିରଞ୍ଜନଙ୍କ ଟେନସନ, ଶୁଣନ୍ତୁ କଣ କହିଥିଲେ ରାହୁଲ

https://youtu.be/ci1YVpBwbCk ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବରଗଡ଼ ସଭାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ କଥାକୁ ଦୋହରାଇଛନ୍ତି । ଓଡ଼ିଶାରେ ପ୍ରାୟ ୫୦ହଜାର କୋଟି ଟଙ୍କାରୁ ଉର୍ଦ୍ଧ ଖଣି ଦୁର୍ନୀତି ହୋଇଛି । ରାଜ୍ୟ ସରକାର ତଥା ନବୀନ…

ମୋଦିଙ୍କ ଗଡରେ ହାତ ଧରିଲେ ହାର୍ଦ୍ଦିକ ପଟେଲ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ସାରା ଦେଶରେ ରାଜନୈତିକ ମାହୋଲ ବେଶ୍‌ ସରଗରମ ରହିଛି । ଇତ୍ୟବସରରେ ଭାଜପାକୁ ସବୁବେଳେ ସମାଲୋଚନା କରୁଥିବା ହାର୍ଦ୍ଦିକ ପଟେଲ ଆଜି ବିଦ୍ଧିବଦ୍ଧ ଭାବେ କଂଗ୍ରେସରେ ଯୋଗଦେଇଛନ୍ତି । ଦୀର୍ଘ ୫୮ ବର୍ଷ ପରେ ମୋଦିଙ୍କ ଗଡ଼…

ରାଫେଲକୁ ନେଇ ପୁଣି ହଙ୍ଗାମା, ମୋଦିଙ୍କ ବିରୋଧରେ ତଦନ୍ତ ଦାବି କଲା କଂଗ୍ରେସ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଫେଲ ଯୁଦ୍ଧ ବିମାନ ଫାଇଲ୍‌ ଚୋରି ଘଟଣାର ତଦନ୍ତ  ନିର୍ଦ୍ଦେଶ ଦେବାକୁ କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ରାଫେଲ ଯୁଦ୍ଧ ବିମାନ କିଣିରେ ୩୦ହଜାର କୋଟିର ଦୁର୍ନୀତି ହୋଇଥିବା ବେଳେ ସରକାର ଚୁପ୍ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ରାହୁଲ । ଏ ନେଇ…

ଓଡ଼ିଶା ଆସୁଛନ୍ତି ମୋଦୀ, ରାହୁଲ

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଚଳିତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦି ଓ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ମୋଦୀଙ୍କ ଗସ୍ତ ସମ୍ପର୍କରେ ଭାଜପା ରାଜ୍ୟ ପ୍ରଭାରୀ ଅରୁଣ ସିଂହ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆସନ୍ତା…

You cannot copy content of this page