ଚାଲୁ ରହିବ କାଳିଆ ଯୋଜନା, ହିତାଧିକାରୀ ପାଇବେ ୧୦ହଜାର: କୃଷି ମନ୍ତ୍ରୀ ଅରୁଣ ସାହୁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପିଏମ କିଷାନ ସହ କାଳିଆ ଯୋଜନାର ମିଶ୍ରଣ ପ୍ରସଙ୍ଗରେ ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି, କାଳିଆ ଲାଭ ଲୋକଙ୍କ ପାଖକୁ ଯିବ । କାଳିଆ ପିଏମ କିଷାନ ଯୋଜନା ମିଶ୍ରଣ ହେବ । କାଳିଆ ଯୋଜନା ଚାଲୁ ରହିବ ।
ସୂଚନା ଅନୁଯାୟୀ, ରାଜ୍ୟରେ ପ୍ରାୟ ୫୧ ଲକ୍ଷ ପରିବାର କାଳିଆ…