୬ଷ୍ଠ କୃଷି କ୍ୟାବିନେଟ୍ ବୈଠକ : ଚାଷୀଙ୍କୁ ମିଳିବ ପର୍ଯ୍ୟାପ୍ତ ୟୁରିଆ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟର ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଣର ୟୁରିଆ ଯୋଗାଇ ଦେବାକୁ ବସିଥିବା ୬ଷ୍ଠ କୃଷି କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଛି। ବୈଠକର ନିଷ୍ପତ୍ତି ସଂକ୍ରାନ୍ତରେ କୃଷି ସଚିବ ସୌରଭ ଗର୍ଗ ସୂଚନା ଦେଇ କହିଛନ୍ତି, ଖରିଫ୍ ପ୍ରସ୍ତୁତି ସମ୍ପର୍କରେ ବୈଠକରେ ବିସ୍ତୃତ…