କୃଷି ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ, ୨୦ହଜାର ୭୧୪କୋଟି ବ୍ୟୟ ବରାଦ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରୁଛନ୍ତି । ପ୍ରଥମ ପର୍ଯ୍ୟାୟରେ ଅର୍ଥମନ୍ତ୍ରୀ କୃଷି ବଜେଟ୍ ଉପସ୍ଥାପନ କରିଛନ୍ତି । କୃଷି କ୍ଷେତ୍ରରେ ଅବିବୃଦ୍ଧି ପାଇଁ ରାଜ୍ୟ ସରକାର ନଜର ରଖିଥିବା ବେଳେ ଚାଷୀ, ଭାଗଚାଷୀ,…