Browsing Tag

against UP CM Yogi Adityanath

ଯୋଗୀ ବିଧାୟକ ଦଳ ନେତା ନିର୍ବାଚିତ : ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥଗ୍ରହଣ

ଲକ୍ଷ୍ନୌ : ଯୋଗୀ ଆଦିତ୍ୟନାଥ ପୁଣି ଥରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବାକୁ ଯାଉଛନ୍ତି । ଗୁରୁବାର ଏଠାରେ ଅନୁଷ୍ଠିତ ବିଜେପି ବିଧାୟକ ଦଳର ବୈଠକରେ ଯୋଗୀଙ୍କୁ ସର୍ବସମ୍ମତକ୍ରମେ ନେତା ମନୋନୀତ କରାଯାଇଛି । ଆସନ୍ତାକାଲି ଅର୍ଥାତ ୨୫ରେ ସେ ମୁଖ୍ୟମନ୍ତ୍ରୀଭାବେ ଶପଥଗ୍ରହଣ…

ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ କହିଲେ ପ୍ରଥମେ ନିଜ ରାଜ୍ୟ ସମ୍ଭାଳ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡିଶା ଗସ୍ତରେ ଆଜି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭବାନୀପାଟଣା ଆସି ନବୀନ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାଜ୍ୟରେ ଟଙ୍କିକିଆ ଚାଉଳ ଓ ପକ୍କାଘର ବଣ୍ଟନରେ ଅନିୟମିତତା ହୋଇଥିବା ବେଳେ ୟୁପିରେ ଅଧିକ ଲୋକଙ୍କୁ ପକ୍କା ଗୃହ ବଣ୍ଟନ କରାଯାଇଥିବା କହିଥିଲେ ।…