Browsing Tag

again in remand

ପୁଣି ରିମାଣ୍ଡରେ ଗଲା ଟିଟୋ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ରାପଡ଼ା ପୋଲିସ ଟିଟୋକୁ ନେଇଥିବା ୨ଦିନିଆ ରିମାଣ୍ଡ ଅବଧି ସୋମବାର ଶେଷ ହେବା ପରେ ପୁଣି ଆଜି ମାର୍ଶାଘାଇ ପୋଲିସ ତାଙ୍କୁ ଦିନିକିଆ ରିମାଣ୍ଡରେ ନେଇଛି । ୨୦୧୫ ମସିହା ମାର୍ଶାଘାଇ ଥାନା ଅଧୀନ ରାଜକିଶୋର ବେହେରା ହତ୍ୟାକାଣ୍ଡର ଅଧିକ ତଦନ୍ତ ପାଇଁ ଟିଟୋଙ୍କୁ…