ପୁଣିଥରେ ୧୩ରୁ ରାଜ୍ୟରେ ବଢିବ ତାପମାତ୍ରା
ଗୋଟେପଟେ ବାତ୍ୟା । ଏପଟେ ରାଜ୍ୟରେ ଅସହ୍ୟ ଗୁଳୁଗୁଳି । ପ୍ରବଳ ତାତିରେ ସନ୍ତୁଳି ହେଉଛି ଓଡ଼ିଶା । ପୁଣି ୧୩ ତାରିଖରୁ ରାଜ୍ୟରେ ବଢ଼ିବ ତାପମାତ୍ରା । ୧୫ରୁ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ବଢ଼ିବ । ଆଜି ଦିନ ୨.୩୦ ସୁଦ୍ଧା ୩ ସହରର ତାପମାତ୍ରା ୪୦ ଡିଗ୍ରୀ ପାର୍ ହୋଇଛି ।…