Browsing Tag

Afima jabat in bbsr

ରାଜଧାନୀରୁ ୨୫ ଲକ୍ଷ ଟଙ୍କାର ଅଫିମ ଜବତ, ୧୬ ଚକିଆ କଣ୍ଟେନରରେ ହେଉଥିଲା ଚାଲାଣ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜଧାନୀରେ ଲଗାତର ଭାବେ ବିଭିନ୍ନ ସମୟରେ ଧଳା ଜହର ଜବତ ହେଉଛି । ଏହାମଧ୍ୟରେ ଶୁକ୍ରବାର ଭୁବନେଶ୍ବରରୁ ୨୫ ଲକ୍ଷ ଟଙ୍କାର ଅଫିମ ଜବତ କରାଯାଇଛି । ନାରକୋଟିକ କଣ୍ଟ୍ରୋଲ ବ୍ୟୁରୋ କୋଳଥିଆରୁ ଏହି ସବୁ ଅଫିମକୁ ଜବତ କରିଛି । ଏହାସହ ୩ ଜଣଙ୍କୁ ଗିରଫ ମଧ୍ୟ କରିଛି…