Browsing Tag

adultery and undemocratic governance

ବିଜେଡି ଶାସନରେ ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭିଚାର ସବୁଠୁ ନିମ୍ନସ୍ତରରେ ପହଁଚିଛି: ମନମୋହନ ସାମଲ

ଭୁବନେଶ୍ୱର / ଚାନ୍ଦବାଲି (ଭଦ୍ରକ)(ଓଡିଶା ଫାଷ୍ଟ ବ୍ୟୁରୋ): ବିଜେଡିର କୁଶାସନକୁ ନେଇ ଓଡ଼ିଶାବାସୀଙ୍କ ମନରେ “ଜନଆକ୍ରୋଶ” ସୃଷ୍ଟି ହୋଇଛି । ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ଚରମ ସୀମା ଅତିକ୍ରମ କରିସାରିଛି । ଗତ ୯ ବର୍ଷରେ ରାଜ୍ୟକୁ କେନ୍ଦ୍ରରୁ ମୋଦି ସରକାର ୧୮.୮୩ ଲକ୍ଷ କୋଟି ଟଙ୍କା…