ରହସ୍ୟମୟୀ ଚିନ୍ମୟୀଙ୍କୁ ନେଇ ବିଦ୍ୟାଶ୍ରୀ କହିଲେ ଏମିତି କଥା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରହସ୍ୟମୟୀ ଝିଅ ଚିନ୍ମୟୀଙ୍କ ଚାଞ୍ଚଲ୍ୟକର ବୟାନ ପରେ ଖୋଲିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ଗୁମର। ମୃତ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ।ବଚିନ୍ମୟୀଙ୍କ ସହ ଆଦିତ୍ୟ କାହିଁକି ସମ୍ପର୍କ କାଟିଲେ। ଏବଂ ସମ୍ପର୍କ ଭାଙ୍ଗିବାପରେ ଚିନ୍ମୟୀ କିଭଳି ଭାବେ ହଇରାଣ କରୁଥିଲେ…