Browsing Tag

Adharapana niti

ସରିଲା ଅଧରପଣା ନୀତି; ଶାନ୍ତି ହେଲେ ଚଣ୍ଡୀଚାମୁଣ୍ଡା ପାର୍ଶ୍ୱ ଦେବଦେବୀ

ଆଉ ଗୋଟିଏ ଦିନ ପରେ ମହାପ୍ରଭୁ ନବଦିନ ଯାତ୍ରା ସାରି ରତ୍ନସିଂହାସନକୁ ବାହୁଡ଼ିବେ । ଆଜି ସକାଳେ ତିନି ରଥ ଉପରେ ମହାପ୍ରଭୁଙ୍କ ମଙ୍ଗଳଆଳତି ବଢିବା ପରେ ଅନ୍ଯାନ୍ଯ ନୀତି ହୋଇଥିଲା।ମଧ୍ୟାହ୍ନ ଧୂପ ପରେ ତିନି ରଥରେ ଅଧର ହାଣ୍ଡି ଭଙ୍ଗାଯାଇଥିଲା ।ସମସ୍ତ ପାର୍ଶ୍ୱ ଦେବଦେବୀ ଓ ଅନ୍ଯାନ୍ଯ ଚଣ୍ଡୀ…

ମହାପ୍ରଭୁଙ୍କ ଅଧରପଣା ନୀତି, ଜାଣନ୍ତୁ କ’ଣ ରହିଛି ଏହାର ବିଶେଷତ୍ବ ?

ବାହୁଡା଼ ଯାତ୍ରା ପରେ ସିଂହଦ୍ଵାର ଠାରେ ତିନି ରଥ ଉପରେ ସୁନାବେଶ ପରଦିନ ଠାକୁର ମାନଙ୍କ ଉଦ୍ଦେଶ୍ୟରେ ଅଧର ପଣା ଲାଗି ହୋଇଥାଏ। ରଥାରୂଢ଼ ଠାକୂର ମାନଙ୍କ ଅଧର ଉଚ୍ଚ ପର୍ଯ୍ୟନ୍ତ ଏକ ସ୍ଵତନ୍ତ୍ର ଶୈଳୀରେ ନିର୍ମିତ ମାଟି ହାଣ୍ଡିରେ ହେଉଥିବା ପଣା ଭୋଗକୁ ଅଧର ପଣା କୁହାଯାଏ। ସ୍ଵତ୍ତ୍ଵଲିପି…