Browsing Tag

Actor

ଆସିଲା ପୋଷ୍ଟମର୍ଟମ ରିପୋର୍ଟ : ଶ୍ୱାସରୁଦ୍ଧ ଯୋଗୁଁ ରାଇମୋହନଙ୍କ ମୃତ୍ୟୁ

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ବରିଷ୍ଠ ଅଭିନେତା ରାଇମୋହନଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଲା। ଶ୍ୱାସରୁଦ୍ଧ ଯୋଗୁଁ ରାଇମୋହନଙ୍କ ମୃତ୍ୟୁ ହୋଇଥିବା କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ପୋଷ୍ଟମୋର୍ଟମ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଗଳାରେ ରଶି ଲଗାଇବା କାରଣରୁ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ…

ରଶ୍ମୀରେଖା ଆତ୍ମହତ୍ୟା ମାମଲା; ନୟାପଲ୍ଲୀ ଥାନାରେ ସନ୍ତୋଷ

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଗତ 18 ତାରିଖ ରାତିରେ ଆତ୍ମହତ୍ୟା କରିଥିଲେ ଟେଲି ଅଭିନେତ୍ରୀ ରଶ୍ମିରେଖା। ଆତ୍ମହତ୍ୟା ମାମଲାରେ ଥାନାରେ ହଜାର ହେଲେ ସନ୍ତୋଷ ପାତ୍ର। ସନ୍ତୋଷ ପାତ୍ରଙ୍କୁ ଥାନାରେ ହାଜର ହେବା ପାଇଁ ନୋଟିସ କରିଥିଲା ନୟାପଲ୍ଲୀ ଥାନା ପୋଲିସ। ଟେଲି ଅଭିନେତ୍ରୀ…

ଟିଭି ଅଭିନେତ୍ରୀ ରଶ୍ମିରେଖାଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ନୟାପଲ୍ଲୀ ଅନ୍ତର୍ଗତ ଗଦାସାହି ଅଞ୍ଚଳରେ ତାଙ୍କ ଘରେ ଓଡିଆ ଟିଭି ସିରିଏଲ ଅଭିନେତ୍ରୀ ରଶ୍ମିରେଖା ଓଝା ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି। ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।…

ବର୍ଷାଙ୍କୁ ଅସମ୍ମାନ ଟିପ୍ପଣୀ; ଫେସବୁକକୁ ତଥ୍ୟ ମାଗିଲା ସାଇବର ଥାନା

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ବର୍ଷା ପ୍ରିୟଦର୍ଶିନୀଙ୍କୁ ଅସମ୍ମାନଜନକ ଟିପ୍ପଣୀ ଦେବା ପ୍ରସଙ୍ଗ। ଫେସବୁକକୁ ଚିଠି ଲେଖି ତଥ୍ୟ ମାଗିଲା କଟକ ସାଇବର ଥାନା ପୋଲିସ। ସୋସିଆଲ ମିଡିଆରେ ଅସମ୍ମାନ ଜନକ ଟିପ୍ପଣୀ ଦିଆଯାଉଥିବା ନେଇ ଅଭିଯୋଗ କରିଥିଲେ ବର୍ଷା। ଅନୁଭବ ମହାନ୍ତି ରିଅଲ ହିରୋ…

ଅନୁଭବ-ବର୍ଷା ବିବାଦ : ଅନୁଭବଙ୍କ ଘର ଛାଡିବାକୁ ବର୍ଷାଙ୍କୁ ନିର୍ଦ୍ଦେଶ

କଟକ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ବହୁଚର୍ଚ୍ଚିତ ଷ୍ଟାର ଦମ୍ପତ୍ତି ଅର୍ଥାତ ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନ ପାରିବାରିକ ବିବାଦ ମାମଲା । ଏହି ଘଟଣାରେ ଆସିଛି ନୂଆ ମୋଡ । ଏବେ ଅନୁଭବଙ୍କ ଘର ଛାଡିବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଏନେଇ କଟକ ଏସଡିଜେମ କୋର୍ଟ…

ସୋସିଆଲ ମିଡିଆରେ ମନ୍ତବ୍ୟ ନ ଦେବାକୁ ଭଭୟଙ୍କୁ ତାଗିଦ କଲେ ହାଇକୋର୍ଟ

କଟକ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ହାଇକୋର୍ଟରେ ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା। ସୋସିଆଲ ମିଡିଆରେ ମନ୍ତବ୍ୟ ନ ଦେବାକୁ ଉଭୟଙ୍କୁ ତାଗିଦ କରିଛନ୍ତି ହାଇକୋର୍ଟ । କେହି କାହା ବିରୋଧରେ ମନ୍ତବ୍ୟ ନ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଉ କୌଣସି ଭିଡିଓ ପୋଷ୍ଟ ନ କରିବାକୁ…

ଆରପାରିରେ ଅଭିନେତା ବିରାଜ ଦାସ

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଉ ନାହାନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତା ବିରାଜ ଦାସ । ନିଜର ବଳିଷ୍ଠ ଅଭିନୟ ପାଇଁ ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଥିବା ବିରାଜ ଦାସ ଆଜି ୬୩ ବର୍ଷ ବୟସରେ ଆରପାରିକୁ ଚାଲି ଯାଇଛନ୍ତି । ସେ ଦୀର୍ଘଦିନ ହେଲା କର୍କଟ ରୋଗରେ…

ବର୍ଷା-ଅନୁଭବ ବିବାଦ ମାମଲା : କୋର୍ଟରେ ଦୁଇଟି ପିଟିସନର ଶୁଣାଣି

କଟକ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ବର୍ଷା-ଅନୁଭବ ବିବାଦ ମାମଲାର କଟକ ଏସଡିଜେଏମଙ୍କ କୋର୍ଟରେ ଶୁଣାଣି । ସେଥିରୁ ବର୍ଷାଙ୍କ ରୋଜଗାର ସମ୍ପର୍କିତ ତଥ୍ୟ କୋର୍ଟରେ ରଖିବାକୁ ଏକ ମାମଲା ଓ ଅନ୍ୟଟି ବର୍ଷାଙ୍କୁ ଘରୁ ଉଛେଦ ପାଇଁ ପିଟିସନ । ଉଭୟ ପିଟିସନର ଶୁଣାଣି ସରିଥିବା ବେଳେ ପରବର୍ତ୍ତୀ ସମୟରେ…