ଗ୍ୟାସ ସମସ୍ୟା ପାଇଁ ଚିନ୍ତିତ କି ? ଆପଣାନ୍ତୁ ଏହି ଉପାୟ
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ, ଅନେକ ଲୋକଙ୍କ କ୍ଷେତ୍ରରେ ଗ୍ୟାସ ଏକ ମୁଖ୍ୟ ସମସ୍ୟା ଭାବରେ ଦେଖା ଯାଇଛି । ଗ୍ୟାସ ସମସ୍ୟା ଦ୍ୱାରା ପେଟରେ ଯନ୍ତ୍ରଣା,ଛାତି ଜଳାପୋଡ଼ା ହେବା ସହ କାହାର କାହାର ମୁଣ୍ଡ ମଧ୍ୟ ବିନ୍ଧା ହୁଏ । ତେବେ ଏହି ଗ୍ୟାସ…