Browsing Tag

Accused

ଋଣ ଓ ଚାକିରୀ କରାଇଦେବା ନାଁରେ ଠକେଇ: ମୁଖ୍ୟ ଅଭିଯୁକ୍ତ ଗିରଫ

ନବରଙ୍ଗପୁର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର ଚାକିରୀ କରାଇ ଦେବାକୁ ଠକେଇ ଅଭିଯୋଗ। ପ୍ରଥମେ ଟଙ୍କା ଦିଅ ସବୁ କାମ ହେଇଯିବ।ନବରଙ୍ଗପୁର ଜିଲ୍ଲା କୁସୁମୀ ଗ୍ରାମର ସୁନୀଲ ହରିଜନ ଏମିତି କହି ଲୋକଙ୍କୁ ପ୍ରଲୋଭନ ଦେଖାଇଥିଲେ। ଏପରି କହି ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର…