ଭାରସାମ୍ୟ ହରାଇ ପିଟିହେଲା ଟ୍ରକ, ୪୯ ମୃତ
ମେକ୍ସିକୋ ୧୦/୨୦: ଦକ୍ଷିଣ ମେକ୍ସିକୋରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ଟ୍ରକ ଓଲଟି ପଡିବାରୁ ପାଖାପାଖି ୪୯ ଜଣଙ୍କ ମୃତ୍ୟୁ ହୋଇଛି । ଏମାନେ ସସସ୍ତେ ଆମେରିକୀୟ ପ୍ରବାସୀ ।
ଚିଆପାସ୍ ସିଭିଲ୍ ପ୍ରୋଟେକ୍ସନ୍ ଏଜେନ୍ସିର ମୁଖ୍ୟ ଲୁଇସ୍ ମାନୁଏଲ୍ ଗାରସିଆ ଏନେଇ ସ୍ପଷ୍ଟ କରିଛନ୍ତି ।…