କର୍ମ ଅନୁସାରେ ମନୁଷ୍ୟ ଭୋଗେ ଏହି ରୋଗ
ଗରୁଡ ପୁରାଣ ଅନୁସାରେ ମନୁଷ୍ୟ ପାପ କର୍ମ କଲେ, ସେ ନିଶ୍ଚିତ ରୂପରେ ନର୍କକୁ ଯିବ ଓ ପୂଣ୍ୟ କର୍ମ କଲେ ସ୍ଵର୍ଗକୁ ଯିବ ବୋଲି ବର୍ଣ୍ଣନା କରାଯାଇଛି। ସର୍ବଦା ଭଗବାନଙ୍କର ନାମ ଜପ କରିବା ଦ୍ଵାରା ସ୍ବର୍ଗ ପ୍ରାପ୍ତି ହୋଇଥାଏ ବୋଲି ମାନ୍ୟତା ରହିଛି।ଏହାସହିତ ଗରୁଡ ପୁରାଣରେ ଉଲ୍ଲେଖ ରହିଛି କି…