Browsing Tag

abhijukta

ତିନି ଫେରାର ଅଭିଯୁକ୍ତଙ୍କୁ ୱାଣ୍ଟେଡ ଘୋଷଣା କଲା କ୍ରାଇମବ୍ରାଞ୍ଚ, ସୂଚନା ଦେଲେ ମିଳିବ ପୁରସ୍କାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ) : ବିଭିନ୍ନ ମାମଲାରେ ୩ ଜଣ ଫେରାର ଅଭିଯୁକ୍ତଙ୍କ ସଂପର୍କରେ ସୂଚନା ଦେବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଏମାନଙ୍କ ବିଷୟରେ ଯିଏ ସୂଚନା ଦେବେ, ତାଙ୍କୁ ପୁରସ୍କାର ଦେବା ସହ ତାଙ୍କ ନାମ ଗୋପନ ରଖାଯିବ ବୋଲି ଏଥିରେ କୁହାଯାଇଛି। ଏହି ତିନି…