ଗିରଫ ହେଲେ ଆତ୍ମଘୋଷିତ ବାବା, ୩ କୋଟି ଟଙ୍କା ଠକେଇ ମାମଲାରେ ବାନ୍ଧିଲା ଇଓଡବ୍ଲ୍ୟୁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଟିଡିସିର ଫେକ୍ ୱାର୍କ ଅର୍ଡର ଦେଇ ୩ କୋଟି ଟଙ୍କା ଠକେଇ ଅଭିଯୋଗରେ ଆତ୍ମଘୋଷିତ ବାବା ଓ ସହ ଯୋଗୀଙ୍କୁ ଗିରଫ କରିଛି ଇଓଡବ୍ଲ୍ୟୁ। ଶନିବାର ଦିନ ଆତ୍ମଘୋଷିତ ବାବାଙ୍କ ନାଁ ବିଜୟାନନ୍ଦ ଚୌଧୁରୀ ଓରଫ ଶ୍ରୀ ସ୍ୱାମୀ ବିଜୟାନନ୍ଦ ମହାରାଜ ଓ ସହଯୋଗୀ ବିଟେକ୍…