ତାଲିମ ବେଳେ ମହାନଦୀରେ ବୁଡି ଯବାନ ମୃତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାନଦୀରେ ବୁଡି ଜଣେ ଆଇଆରବି ଯବାନ ପ୍ରାଣ ହରାଇଛନ୍ତି। ବୁଧବାର ତାଲିମ ଚାଲିଥିବାବେଳେ ଏହି ଯବାନ ଜଣଙ୍କ ବୌଦ୍ଧ ସ୍ଥିତ ମହାନଦୀରେ ବଡ଼ି ପ୍ରାଣ ହରାଇଥିବା ଜଣାଯାଇଛି। ମୃତ ଯବାନଙ୍କ ନାମ ପ୍ରଦ୍ୟୁମ୍ନ କୁମାର ପଣ୍ଡା (୩୦) ଓ ତାଙ୍କ ଘର କନ୍ଧମାଳ ଜିଲ୍ଲାରେ ବୋଲି…