Browsing Tag

A young man burned himself on an electric pole in front of people

ଲୋକଙ୍କ ସାମ୍ନାରେ ବିଦ୍ୟୁତ ଖୁଣ୍ଟରେ ଚଢି ଜଳିଗଲେ ଯୁବକ, ଦେଖନ୍ତୁ ଭିଡିଓ

ହାଇଭୋଲେଟେଜ ବିଦ୍ୟୁତ ଖୁଣ୍ଟରେ ଚଢି ଜଳିଗଲେ ଯୁବକ । ଆଉ ତଳେ ଠିଆ ଭିଡିଓ କରୁଥିଲେ ଲୋକେ । ଚାହୁଁଚାହୁଁ ଜଳିଗଲେ ଯୁବକ । କିଛି ସମୟ ଜଳିବା ପରେ ତଳକୁ ଖସି ପଡିଥିଲେ । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଭିଡିଓରେ ଦେଖିବାକୁ ମିଳିଛି କି, ଜଣେ ଯୁବକ ହାଇଭୋଲଟେଜ…