ସ୍ତ୍ରୀ ଧମକ ଦେଉଥିବା ନେଇ ଥାନାରେ ଅଭିଯୋଗ କଲେ ଯୁବକ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସ୍ତ୍ରୀ କୁ ନେଇ ନିଜକୁ ଅସୁରକ୍ଷୀତ ମନେ କରୁଛନ୍ତି ସ୍ୱାମୀ । ଯୁବକ ଜଣକ ଥାନାର ଦ୍ୱାରସ୍ତ ହୋଇଛନ୍ତି । ଅଭିଯୋଗକାରୀ ସ୍ୱାମୀ ମୋହିତ ଶର୍ମା ଏବେ ସ୍ତ୍ରୀର ଧମକ ଯୋଗୁଁ ଭୟରେ ଥିବା ବେଳେ ପଡ଼ୋଶୀଙ୍କ ଘରେ ଆଶ୍ରୟ ନେଇଛନ୍ତି । ମୋହିତଙ୍କ କହିବା ହେଲା ଫେସବୁକ୍ ରେ…