ଏଣିକି ପିଏଚଡି ପାଇଁ ଆବଶ୍ୟକ ନାହିଁ ମାଷ୍ଟର ଡିଗ୍ରୀ
ଏଣିକି ପିଏଚଡି ପାଇଁ ଆବଶ୍ୟକ ନାହିଁ ମାଷ୍ଟର ଡିଗ୍ରୀ। ୪ ବର୍ଷର ଗ୍ରାଜୁଏସନ ପରେ କରିହେବ ଡକ୍ଟରେଟ । ନୂତନ ଶିକ୍ଷା ନୀତି ୨୦୨୦ରେ ପିଏଚଡି କରିବାର ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ବଡ ପରିବର୍ତ୍ତନ ହେବାକୁ ଯାଉଛି । ଏଣିକି ଗ୍ରାଜୁଏସନ କରୁଥିବା ଛାତ୍ରଛାତ୍ରୀ ପିଏଚଡି…