Browsing Tag

A CAF Javan was shot dead by maiost

ଜଣେ ସିଏଏଫ୍‌ ଯବାନଙ୍କୁ ଗଳାକାଟି ହତ୍ୟା କଲେ ଲାଲ୍‌ ବାହିନୀ

ପୁଣି ମାଓ ହିଂସା । ମାଲକାନଗିରି -ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି । ସାପ୍ତାହିକ ହାଟକୁ ଯାଇଥିବା ବେଳେ ଜଣେ ସିଏଏଫ୍‌ ଯବାନଙ୍କୁ ଗଳାକାଟି ହତ୍ୟା କରିଛନ୍ତି ଲାଲ୍‌ ବାହିନୀ । କଟରୁ ଥାନା ଅନ୍ତର୍ଗତ ଦରଭା ଠାରେ ଥିବା ସିଏଏଫର ଚତୁର୍ଥ…