ମହାନଦୀ ପୋଲରୁ ୩୦ ଫୁଟ୍ ତଳକୁ ଖଡ଼ିଲା ବସ, ଉଦ୍ଧାର କାର୍ଯ୍ୟ ଜାରି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଟକ ମହାନଦୀ ପୋଲରୁ ଏକ ଯାତ୍ରୀବାହୀ ବସ ୩୦ ଫୁଟ୍ ତଳକୁ ବସଟି ଖସିପଡ଼ିଛି । ମଇଁଷିକୁ ବସଟି ଧକ୍କା ଦେବାରୁ ଦୁର୍ଘଟଣା ହୋଇଥିବା ଜଣାପଡିଛି । ଦୁର୍ଘଟଣା ସ୍ଥଳରେ ଏକ ମଇଁଷିର ମୃତଦେହ ପଡିରହିଛି ।ଆହତମାନଙ୍କ ଉଦ୍ଧାର ପାଇଁ ପୋଲିସ, ଅଗ୍ନିଶମ ଓ ଓଡ୍ରାଫ…