ମାଡି ଆସୁଛି ବାତ୍ୟା, ୧୩ଟି ରାଜ୍ୟକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ପାଣିପାଗ ବିଭାଗ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମାଡ଼ିଆସୁଛି ବାତ୍ୟା । ବଙ୍ଗୋବସାଗର ରେ ସୃଷ୍ଟି ହୋଇଥିବା ଅବପାତ ଗୋପାଳପୁର ଠାରୁ ମାତ୍ର ୭୨୦କିଲୋମିଟର ଦୂରରେ ଅଛି । ଏହି ଅବପାତ ଏବେ ଓଡିଶା ଓ ଆନ୍ଧ୍ରର ଆଡକୁ ତୀବ୍ର ଗତିରେ ମାଡି ଆସୁଛି । ଆସନ୍ତା ୪୮ଘଣ୍ଟା ମଧ୍ୟରେ ଏହା ଓଡ଼ିଶା ଉପକୂଳ ଛୁଇଁବ ବୋଲି ଆଶା…