ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀଙ୍କ ମଧ୍ୟରୁ ୯୪ଜଣଙ୍କ ନାମରେ ଅପରାଧିକ ମାମଲା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ମଇଦାନରେ ଥିବା ୨୭୯ ପ୍ରାର୍ଥୀଙ୍କ ମଧ୍ୟରୁ ୯୧ଜଣଙ୍କ ନାମରେ ଅପରାଧିକ ମାମଲା ରହିଛି । ସେମାନଙ୍କ ମଧ୍ୟରୁ ୭୩ଜଣଙ୍କ ନାମରେ ସଙ୍ଗିନ ଅପରାଧିକ ମାମଲା ଥିବା ସୋମବାର ପ୍ରକାଶ ପାଇଥିବା ରିପୋର୍ଟରେ ଦର୍ଶାଯାଇଥିବା ବେଳେ ଓଡ଼ିଶା…