Browsing Tag

9 quantal ganja

୯ କୁଇଣ୍ଟାଲ ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ, ୨ଅଭିଯୁକ୍ତ ଅଟକ

କୋରାପୁଟ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଗଞ୍ଜେଇ ଚୋରା ଚାଲାଣ ପାଇଁ ପୁଣି ଅଭିନବ ଉପାୟ ଆପଣାଇଲେ ଗଞ୍ଜେଇ ମାଫିଆ । ଫୁଲକୁଣ୍ଡ ଭର୍ତ୍ତି ଟ୍ରକ୍ ରୁ ୯ କୁଇଣ୍ଟାଲ ଗଞ୍ଜେଇ ଜବତ ଓ ୨ ଅଭିଯୁକ୍ତ ଅଟକ ଅଛନ୍ତି । କୋରାପୁଟ ଟାଉନ୍ ରେ ଅବକାରୀ ବିଭାଗର ଚଢାଉ ଫଳରେ ଏହି ଘଟଣାର ପର୍ଦ୍ଦାଫାଶ୍ ହୋଇଛି ।…