ଶରୀରରେ ରକ୍ତ ହୀନତା ଦେଖାଯାଉଥିଲେ ଖାନ୍ତୁ ଏହି ଖାଦ୍ୟ
କ'ଣ ଆପଣ ଲଗାତାର ଭାବରେ ଥକ୍କାପଣ ଅନୁଭବ କରୁଛନ୍ତିକି । କଣ ଆପଣଙ୍କ ତ୍ୱଚାରେ ହଳଦିଆ ଦାଗ ପଡିବା ସହିତ ଜୀବନ ନଥିବା ଭଳି ଦେଖାଦେଉଛିକି । ମେଡିକାଲ ସାଇନ୍ସରେ ଏହାକୁ ଆନିମିଆର ଲକ୍ଷଣ କୁହାଯାଏ । ଶରୀରରେ ହିମୋଗ୍ଲୋବିନର ଅଭାବ ରହିଲେ ହିଁ ଏସବୁ ଲକ୍ଷଣ ମାନ ଦେଖାଦେଇଥାଏ ।
ପ୍ରଥମେ…