ମୂର୍ତ୍ତି ବିସର୍ଜନବେଳେ ହଠାତ ମାଡି ଆସିଲା ବନ୍ୟା ପାଣି; ଭାସିଗଲେ ୩୦ରୁ ଉର୍ଦ୍ଧ୍ୱ, ୮ ମୃତ
କୋଲକତାରେ ଦୁର୍ଗା ପୂଜା ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ । ଜଲପାଇଗୁଡ଼ିର ମାଲନଦୀରେ ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ି ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଉର୍ଦ୍ଧ୍ୱ ଭାସି ଯାଇଥିବା ସୂଚନା ମିଳିଛି । ହଠାତ୍ ବନ୍ୟାଜଳ ମାଡ଼ି ଆସିବାରୁ ଅଘଟଣ ଘଟିଛି । ୧୧ ଜଣଙ୍କୁ ମେଡିକାଲରେ ଭର୍ତ୍ତି…