ମେ’ ସୁଦ୍ଧା ନିଯୁକ୍ତି ପାଇବେ ୭୫୪୦ ମାଧ୍ୟମିକ ଶିକ୍ଷକ
ମାର୍ଚ୍ଚ ମାସରେ ୭ ହଜାର ୫୪୦ ମାଧ୍ୟମିକ ଶିକ୍ଷକଙ୍କ ଦକ୍ଷତା ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ଓଏସଏସସି(ଓଡ଼ିଶା କର୍ମଚାରୀ ଚୟନ ଆୟୋଗ) ପକ୍ଷରୁ ସୂଚନା ଦିଆଯାଇଛି । ମାର୍ଚ୍ଚ ମାସରେ ପ୍ରିଲିମ୍ ଏବଂ ନୂଆ ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ନିଯୁକ୍ତି ପ୍ରକ୍ରିୟା ସାରିବାକୁ ପଦକ୍ଷେପ ଗ୍ରହଣ…