୭୫୩ ଜଣ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର, ଆଜି ରାତି ୧୦ରୁ ଟ୍ରେନ ଚଳାଚଳ ବନ୍ଦ
https://youtu.be/VIPbE1e9u4o
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଡିପ୍ ଡିପ୍ରେସନ୍ ‘ତିତ୍ଲି’ ବର୍ତ୍ତମାନ ଗୋପାଳପୁର ଠାରୁ ୨୮୦ କିଲୋମିଟର ଦୂରରେ ଅଛି । କଲି ସକାଳ ୫.୩୦ ସୁଦ୍ଧା ସ୍ଥଳଭାଗ ଛୁଇଁବାର ଅନୁମାନ କରାଯାଉଛି । ଏଥିପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରେଡ୍, ଅରେଞ୍ଜ୍ ଓ…