ଘରୋଇ କାରଖାନାରେ ତେଲ ଟାଙ୍କି ସଫା କରୁଥିବାବେଳେ ଅଣନିଶ୍ୱାସୀ ହୋଇ ୭ ଶ୍ରମିକ ମୃତ
ଘରୋଇ କାରଖାନାରେ ତେଲ ଟାଙ୍କି ସଫା କରୁଥିବା ବେଳେ ଅଣନିଶ୍ୱାସୀ ହୋଇ ୭ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଗୁରୁବାର ଆନ୍ଧ୍ରପ୍ରଦେଶର କାକିନଡ଼ା ଜିଲ୍ଲା ରାଗମପେଟ ପେଦ୍ଦାପୁରମରେ ଏଭଳି ଦୁର୍ଘଟଣା ଦେଖିବାକୁ ମିଳିଛି। ଅମ୍ବାତି ସୁବ୍ବନ୍ନା ତେଲ କାରଖାନାରେ ନିର୍ମାଣ କାର୍ଯ୍ଯ ଜାରି ରହିଥିବା ବେଳେ…