Browsing Tag

7 people dead

ଶୋଇଥିବା ଅବସ୍ଥାରେ ଚଢ଼ିଗଲା ବସ,ଚାଲିଗଲା ୭ ଜୀବନ

ଓଡ଼ିଶ ଫାଷ୍ଟ (ବ୍ୟୁରୋ):ଉତ୍ତରପ୍ରଦେଶର ବୁଲନ୍ଦସହରକୁ ତୀର୍ଥଯାତ୍ରା କରିବାକୁ ଆସିଥିବା ଏକ ପରିବାରର ୪ ମହିଳା ଓ ୩ ଜଣ ଛୋଟପିଲାଙ୍କ ଉପରେ ଏକ ବେସରକାରୀ ବସ ମାଡିଯାଇଛି । ଶୁକ୍ରବାର ସକାଳୁ ରାସ୍ତାକଡରେ ଶୋଇଥିବା ସମୟରେ ଦ୍ରୁତଗତିରେ ଆସୁଥିବା ଏକ ବସ ଭାରସାମ୍ୟ ହରାଇ ତାଙ୍କ ଉପରେ…

ବନ୍ୟା ଯୋଗୁ ଆସାମରେ ସ୍ଥିତି ସଙ୍ଗୀନ, ପାଣି ଘେରରେ ୧୫ ଲକ୍ଷରୁ ଉର୍ଦ୍ଧ ଲୋକ, ବୁଡ଼ିଗଲା କାଜିରଙ୍ଗା ଜାତୀୟ ଉଦ୍ୟାନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସାମରେ ବନ୍ୟା ଯୋଗୁ ସଙ୍ଗୀନ ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟା ଯୋଗୁ ଜନଜୀବନ ପ୍ରଭାବିତ ହେବା‌ ସହ ଜୀବଜନ୍ତୁ ମାନେ ମଧ୍ୟ ‌ପ୍ରଭାବିତ ହୋଇଛନ୍ତି । ରାଜ୍ୟର ୩୩ ଜିଲା ମଧ୍ୟରୁ ୨୫ଟି ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛି । ବାରପେଟା ଜିଲାରେ ସର୍ବାଧିକ ୫ ଲକ୍ଷ ଲୋକ…