ମହାରାଷ୍ଟ୍ର ଦୁର୍ଘଟଣା: ବିଜେପି ବିଧାୟକଙ୍କ ପୁଅ ସମେତ ୭ ମୃତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାରାଷ୍ଟ୍ର ଓ୍ୱାର୍ଦ୍ଧାରେ ହୋଇଥିବା ଦୁର୍ଘଟଣାରେ ୭ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଏମାନଙ୍କ ମଧ୍ୟରେ ବିଜେପି ବିଧାୟକ ବିଜୟ ରହାଙ୍ଗଦାଲେଙ୍କ ପୁଅ ଅଛନ୍ତି । ଗତ ରାତି ପ୍ରାୟ ସାଢେ ୧୧ଟାରେ ଏହି ଦୁର୍ଘଟଣା ଘଟିଥିଲା। ଏନେଇ ଓ୍ୱାର୍ଦ୍ଧା ଜିଲ୍ଲା ଏସପି…