୭ ଲୋକସଭା ଓ ୨୦ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ । କିଏ ହେଲେ କେଉଁଠୁ ଜଣାନ୍ତୁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଦେଶ କଂଗ୍ରେସ ପକ୍ଷରୁ ଆଜି ୭ ଲୋକସଭା ଓ ୨୦ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି ।
୭ ଲୋକସଭା ପ୍ରାର୍ଥୀମାନେ ହେଲେ :
ପୁରୀ: ସତ୍ୟପ୍ରକାଶ ନାୟକ
ବାଲେଶ୍ୱର: ନବଜ୍ୟୋତି ପଟ୍ଟନାୟକ
ଢେଙ୍କାନାଳ: କାମାକ୍ଷା ପ୍ରସାଦ ସିଂଦେଓ…