ବିଡିଓଙ୍କୁ ଦୁର୍ବ୍ୟବହାର, ୬ ବୁଥରେ ଭୋଟିଂ ବନ୍ଦ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆଜି ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଚାଲିଥିବା ବେଳେ ଯାଜପୁରର କିଛି ବୁଥରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଭୋଟଦାନ ବେଳେ ଅତିମାତ୍ରାରେ ଉତ୍ତେଜନା ଦେଖାଦେଇଛି। ଏପରିକି ୬ଟି ବୁଥ୍ରେ ମତଦାନ ମଧ୍ୟ ବନ୍ଦ କରିବାକୁ ପଡିଛି।
କୋରାଇ ବ୍ଲକ ଗୋଳେଇପୁର…